ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର (ପୂର୍ବାଞ୍ଚଳ) ମହାନିର୍ଦ୍ଦେଶକ ଶ୍ରୀ ଟି. ଭି. କେ ରେଡ୍ଡୀ ଆଜି ବ୍ରହ୍ମପୁର ଗସ୍ତ ସମୟରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି I ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର  ମୁଫ୍ତ ବିଜୁଳି ଯୋଜନା ଏବଂ ଶକ୍ତି କ୍ଷେତ୍ରରେ ସୂଚନା ପ୍ରଯୁକ୍ତି ଉପରେ ଆଲୋଚନା କରିଥିଲେ ।

Advertisement

 

Advertisement
Advertisement

Leave a Reply

Your email address will not be published. Required fields are marked *