ଅର୍ଥନୀତିଟ୍ରେଣ୍ଡିଂନବସୃଜନପର୍ଯ୍ୟଟନପ୍ରେରଣାବାଣିଜ୍ୟଯୁବସଂସ୍କୃତି

ଚର୍ଚ୍ଚାରେ ସୁବର୍ଣ୍ଣପୁରର ମମତା ଡୋରି ।

ସମ୍ବଲପୁରୀ କପଡ଼ାର ଚାହିଦା ଏବେ ସୁଦୂର ପ୍ରସାରୀ ହୋଇ ପାରିଛି । ହାତ ବୁଣା ଲୁଗାର ଚାହିଦା ବିଶ୍ୱ ବଜାରରେ ବି ପ୍ରଭାବିତ କରିଛି । ତେବେ…

ଅର୍ଥନୀତିଟ୍ରେଣ୍ଡିଂନବସୃଜନବାଣିଜ୍ୟ

ଜମିଜମା ସମସ୍ୟାର ସମାଧାନ ପାଇଁ ଭାରତରେ ପ୍ରଥମ ଏଆଇ-ଆଧାରିତ ପ୍ଲାଟଫର୍ମ ‘ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ’ ର ଲୋକାର୍ପଣ ।

ଭାରତରେ ଜମି କିଣାବିକା ଏବଂ ମାଲିକାନା ସର୍ବଦା ଆଇନଗତ ଜଟିଳତା ଭିତରେ ଛନ୍ଦି ହୋଇ ରହିଥାଏ। ଜମିଜମା ସମ୍ପର୍କିତ ସମସ୍ତ କାଗଜପତ୍ର ଏବଂ ଆଇନଗତ ପ୍ରକ୍ରିୟାକୁ ସରଳ…

ଅର୍ଥନୀତିନବସୃଜନପ୍ରେରଣାଯୁବଶିକ୍ଷାସମାଜ କଲ୍ୟାଣ

ଜୈବ ବିବିଧତା, ଜଙ୍ଗଲ ସଂରକ୍ଷଣ ଏବଂ ଗ୍ରାମୀଣ ଜୀବିକାର ଅନନ୍ୟ ଯୋଦ୍ଧା: ପଞ୍ଚାନନ ମିଶ୍ର

ଜଣେ ଉତ୍ସାହୀ ଜୈବ ବିବିଧତା ସଂରକ୍ଷଣବାଦୀ ଏବଂ ପରିବେଶବିତ୍ ଯାହାଙ୍କର ଜଙ୍ଗଲ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଏବଂ ସମ୍ପ୍ରଦାୟ ବିକାଶରେ ତିନି ଦଶନ୍ଧିରୁ ଅଧିକ ସମୟର…

ଅର୍ଥନୀତିକୃଷି ଓ ଜଳବାୟୁନବସୃଜନପର୍ଯ୍ୟଟନପ୍ରେରଣାବାଣିଜ୍ୟମନୋରଞ୍ଜନଯୁବସମାଜ କଲ୍ୟାଣସଂସ୍କୃତି

ଅଯୋଧ୍ୟା ସରୋବର ଉନ୍ନତିକରଣ ପ୍ରକଳ୍ପ : ସମ୍ବଲପୁରର ବିକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ…….

(ରମାକାନ୍ତ ବିଶ୍ୱାଳ) ସମ୍ବଲପୁର କେବଳ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ନୁହେଁ, ଏହା ଐତିହ୍ୟ, ସଂସ୍କୃତି, ଧର୍ମ, ଶିଳ୍ପ ଓ ପ୍ରାକୃତିକ ସମ୍ପଦର ଏକ ଅନନ୍ୟ…