Category: ସଂସ୍କୃତି
ଆଦିବାସୀଙ୍କ ଜମି, ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର, ୮/୯: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ…
‘ରିଷି ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ
‘ ସମ୍ବଲପୁର, : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପରିସରରେ ‘ଆବାସିକ ପ୍ରଶିକ୍ଷଣ ଓ ଶିଳ୍ପ ପାଇଁ ଦକ୍ଷତା କେନ୍ଦ୍ର’ (ରିଷି)ର ଭିତ୍ତିପ୍ରସ୍ତର ପୂର୍ବତନ କେନ୍ଦ୍ର…
ଟାଟାଷ୍ଟିଲ୍ଫାଉଣ୍ଡେସନପକ୍ଷରୁଗୁରୁକୋଲ୍ଲାକୋବୋଦ୍ରାଙ୍କ୧୦୭ତମଜୟନ୍ତୀପାଳିତ
~ ୱାରାଙ୍ଗ ଚିଟି ଲିପିର ସୁରକ୍ଷା ଓ ପ୍ରଚାର ପାଇଁ ଏକତ୍ରିତ ହେଲେ ୬୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକ କଳିଙ୍ଗନଗର, ଅଗଷ୍ଟ ୨୮, ୨୦୨୬…
ସୁରର ସାଧକ ପ୍ରଣବ ପଟ୍ଟନାୟକଙ୍କ ପରଲୋକପାଞ୍ଚ ଦଶନ୍ଧିରୁ ଅଧିକ ସଙ୍ଗୀତ ଯାତ୍ରାରେ ଓଡ଼ିଆ ସଙ୍ଗୀତର ଅମର ସ୍ୱର
ସୁରର ସାଧକ ପ୍ରଣବ ପଟ୍ଟନାୟକଙ୍କ ପରଲୋକପାଞ୍ଚ ଦଶନ୍ଧିରୁ ଅଧିକ ସଙ୍ଗୀତ ଯାତ୍ରାରେ ଓଡ଼ିଆ ସଙ୍ଗୀତର ଅମର ସ୍ୱରଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଆଉ ଏକ ଯୁଗର ଅବସାନ।…
ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା
ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ କାର୍ଯ୍ୟବଳ ରହିଛି ଯାହା ବ୍ୟବସାୟ ସହିତ ତାଳଦେଇ ବୃଦ୍ଧି ପାଉଛି। ଓଡ଼ିଶାରେ…
ରକ୍ତତୀର୍ଥ କୁଦୋପାଲି: ସ୍ୱାଧୀନତା ସଂଘର୍ଷର ବୀର ଗାଥା,
(ରମାକାନ୍ତ ବିଶ୍ୱାଳ) ସମୟର ସ୍ରୋତରେ ଅନେକ ଘଟଣା ଇତିହାସର ପୃଷ୍ଠାରେ ଲୁଚି ଯାଏ। କିନ୍ତୁ କିଛି ଘଟଣା ଏମିତି ଥାଏ, ଯାହା ମାଟିର ସ୍ମୃତିରେ, ଲୋକଙ୍କ ହୃଦୟରେ…
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା : ଇତିହାସ, କିମ୍ବଦନ୍ତୀ ଓ ସାଂସ୍କୃତିକ ମହତ୍ତ୍ୱ।
(ରମାକାନ୍ତ ବିଶ୍ୱାଳ) ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଶୀତଳଷଷ୍ଠୀ ଯାତ୍ରା ଏକ ଅନନ୍ୟ ଓ ଅବିସ୍ମରଣୀୟ ମହାପର୍ବ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ…
ଅଯୋଧ୍ୟା ସରୋବର ଉନ୍ନତିକରଣ ପ୍ରକଳ୍ପ : ସମ୍ବଲପୁରର ବିକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ…….
(ରମାକାନ୍ତ ବିଶ୍ୱାଳ) ସମ୍ବଲପୁର କେବଳ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ନୁହେଁ, ଏହା ଐତିହ୍ୟ, ସଂସ୍କୃତି, ଧର୍ମ, ଶିଳ୍ପ ଓ ପ୍ରାକୃତିକ ସମ୍ପଦର ଏକ ଅନନ୍ୟ…

