ଅର୍ଥନୀତିଟ୍ରେଣ୍ଡିଂବାଣିଜ୍ୟଯୁବସଂସ୍କୃତି

ଆବୁଧାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ସମାଜର ଭବ୍ୟ ସ୍ୱାଗତ

ଆବୁଧାବୀ–ଭୁବନେଶ୍ୱର ସିଧାସଳଖ ବିମାନ ସେବା ପୁନଃଚାଲୁ ପାଇଁ ଅନୁରୋଧ; NRIଙ୍କ ପାଇଁ ଜମି ପ୍ରଦାନର ସ୍ୱତନ୍ତ୍ର ବ୍ୟବସ୍ଥା ଦାବିଆବୁଧାବୀ, ୧୦ ସେପ୍ଟେମ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ଓ ବାଣିଜ୍ୟିକ…

ଅର୍ଥନୀତିଟ୍ରେଣ୍ଡିଂବାଣିଜ୍ୟ

ବେଦାନ୍ତର ଡିପ୍‌ଟେକ୍ ପଦକ୍ଷେପ: ୨୧୦୦ କୋଟି ଟଙ୍କା ମୂଲ୍ୟ ସୃଷ୍ଟି ଲକ୍ଷ୍ୟ

ଝାରସୁଗୁଡ଼ା, ୮/୯: ଶିଳ୍ପ କ୍ଷେତ୍ରରେ ଡିପ୍‌ଟେକ୍‌ (DeepTech), କୃତ୍ରିମ ବୁଦ୍ଧିମତ୍ତା (AI), ଡିଜିଟାଲୀକରଣ ଓ ସ୍ୱୟଂଚାଳନର ବ୍ୟାପକ ପ୍ରୟୋଗ ପାଇଁ ବେଦାନ୍ତ ଆଲୁମିନିୟମ୍ ଏବଂ ଡିପ୍‌ଟେକ୍ ଇନ୍‌କ୍ୟୁବେଟର୍…

ଅର୍ଥନୀତିଟ୍ରେଣ୍ଡିଂବାଣିଜ୍ୟସମାଜ କଲ୍ୟାଣ

ପିପିଏଲ୍‌ ସମ୍ପ୍ରସାରଣ ଓ ପାରାଦୀପରେ ନୂଆ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣି ସଫଳତାର ସହିତ ସମ୍ପନ୍ନ

ପାରାଦୀପ, ଅଗଷ୍ଟ ୨୮, ୨୦୨୬: ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ (ପିପିଏଲ୍‌)ର ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ପାରାଦୀପରେ ନୂତନ ପ୍ରକଳ୍ପଗୁଡିକ ଉପରେ ଜନଶୁଣାଣି ପାରାଦୀପ ପିପିଏଲ୍‌ ଟାଉନସିପ୍‌ର ଡିଏଭି…

ଟ୍ରେଣ୍ଡିଂପ୍ରେରଣାବାଣିଜ୍ୟମନୋରଞ୍ଜନଯୁବସଂସ୍କୃତି

ରିଲିଜ ହେଲା ‘ହବାସପୁରୀ ୱିଭିଂ: ଦ ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ୍’ ର ପ୍ରଥମ ପୋଷ୍ଟର

ଭୁବନେଶ୍ୱର – – ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଚଳଚ୍ଚିତ୍ର ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇବାରେ ‘ରିତୁପ୍ରିୟା ପ୍ରଡକ୍ସନ୍ସ’ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ…

ଅର୍ଥନୀତିଟ୍ରେଣ୍ଡିଂପ୍ରେରଣାବାଣିଜ୍ୟ

ଜାତୀୟ ସ୍ତରରେ ପୁଣି ପ୍ରଥମସ୍ଥାନ ଅଧିକାର କଲା ଓମ୍ଫେଡ୍

•            ଦୁଗ୍ଧ କ୍ରୟ ଏବଂ ବିକାଶ କ୍ଷେତ୍ରରେ ଓମ୍ଫଡ୍ ଦେଶରେ ପ୍ରଥମ      ଭୁବନେଶ୍ୱର;ତା 28-07-2026 ରିଖ:ଜାତୀୟ ସ୍ତରରେ ପୁଣି ଓମ୍ଫେଡକୁ ମିଳିଲା ସଫଳତା । ନୂଆଦିଲ୍ଲୀ…

ଅର୍ଥନୀତିଟ୍ରେଣ୍ଡିଂନବସୃଜନପର୍ଯ୍ୟଟନପ୍ରେରଣାବାଣିଜ୍ୟଯୁବସଂସ୍କୃତି

ଚର୍ଚ୍ଚାରେ ସୁବର୍ଣ୍ଣପୁରର ମମତା ଡୋରି ।

ସମ୍ବଲପୁରୀ କପଡ଼ାର ଚାହିଦା ଏବେ ସୁଦୂର ପ୍ରସାରୀ ହୋଇ ପାରିଛି । ହାତ ବୁଣା ଲୁଗାର ଚାହିଦା ବିଶ୍ୱ ବଜାରରେ ବି ପ୍ରଭାବିତ କରିଛି । ତେବେ…

ଅର୍ଥନୀତିଟ୍ରେଣ୍ଡିଂନବସୃଜନବାଣିଜ୍ୟ

ଜମିଜମା ସମସ୍ୟାର ସମାଧାନ ପାଇଁ ଭାରତରେ ପ୍ରଥମ ଏଆଇ-ଆଧାରିତ ପ୍ଲାଟଫର୍ମ ‘ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ’ ର ଲୋକାର୍ପଣ ।

ଭାରତରେ ଜମି କିଣାବିକା ଏବଂ ମାଲିକାନା ସର୍ବଦା ଆଇନଗତ ଜଟିଳତା ଭିତରେ ଛନ୍ଦି ହୋଇ ରହିଥାଏ। ଜମିଜମା ସମ୍ପର୍କିତ ସମସ୍ତ କାଗଜପତ୍ର ଏବଂ ଆଇନଗତ ପ୍ରକ୍ରିୟାକୁ ସରଳ…

ଅର୍ଥନୀତିକୃଷି ଓ ଜଳବାୟୁଖାଦ୍ୟ ଓ ପାନୀୟଚାକିରିବାଣିଜ୍ୟସମାଜ କଲ୍ୟାଣ

ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସମୁଦ୍ର ମାଛଧରା ବନ୍ଦ ଆଶଙ୍କା ମଧ୍ୟରେ କ୍ଷୁଦ୍ର ଓ ପ୍ରାନ୍ତିକ ମତ୍ସ୍ୟଜୀବୀଙ୍କ ପାଇଁ ସହାୟତା ଦାବି ଭୁବନେଶ୍ୱର, ୧୪ ଜୁନ: ଡିଜେଲ ଦର ବୃଦ୍ଧି ଓ ମାଛଧରା…

ଅର୍ଥନୀତିକୃଷି ଓ ଜଳବାୟୁନବସୃଜନପର୍ଯ୍ୟଟନପ୍ରେରଣାବାଣିଜ୍ୟମନୋରଞ୍ଜନଯୁବସମାଜ କଲ୍ୟାଣସଂସ୍କୃତି

ଅଯୋଧ୍ୟା ସରୋବର ଉନ୍ନତିକରଣ ପ୍ରକଳ୍ପ : ସମ୍ବଲପୁରର ବିକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ…….

(ରମାକାନ୍ତ ବିଶ୍ୱାଳ) ସମ୍ବଲପୁର କେବଳ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ନୁହେଁ, ଏହା ଐତିହ୍ୟ, ସଂସ୍କୃତି, ଧର୍ମ, ଶିଳ୍ପ ଓ ପ୍ରାକୃତିକ ସମ୍ପଦର ଏକ ଅନନ୍ୟ…

ଅର୍ଥନୀତିକୃଷି ଓ ଜଳବାୟୁଖାଦ୍ୟ ଓ ପାନୀୟଟ୍ରେଣ୍ଡିଂବାଣିଜ୍ୟଯୁବଶିକ୍ଷାସମାଜ କଲ୍ୟାଣ

ପଣସ ବ୍ୟବସାୟ ପାଇଁ ପାଞ୍ଚୋଟି ପରାମର୍ଶ

ପଣସ ଏବେ ସାମାନ୍ୟ ଫଳ ହୋଇ ରହିନାହିଁ। ବିଶ୍ୱ ବଜାରରେ ରହିଛି ଏହାର ଭାଉ। କେରଳ ଏହାକୁ ରାଜ୍ୟ ଫଳର ମାନ୍ୟତା ଦେଇଛି। ଓଡିଶାରେ ପଣସ ମିଶନ…

ଅର୍ଥନୀତିବାଣିଜ୍ୟସମାଜ କଲ୍ୟାଣ

୨୦୩୬ ସୁଦ୍ଧା ଓଡ଼ିଶା ୫୦୦ ବିଲିୟନ ଡଲାର ଅର୍ଥନୀତି ହୋଇପାରିବ କି?

ହଁ, ଓଡ଼ିଶାରେ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ହେବାର ସମ୍ଭାବନା ରହିଛି। କିନ୍ତୁ ଏହି ମହାକାଙ୍କ୍ଷୀ ଲକ୍ଷ୍ୟ ପୂରଣ ପାଇଁ ଦ୍ରୁତ ଏବଂ ଲଗାତାର…