ଟ୍ରେଣ୍ଡିଂପ୍ରେରଣାଶିକ୍ଷାସମାଜ କଲ୍ୟାଣସଂସ୍କୃତି

କିଟ୍‌ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର, ୨୮ ।୧୦: କଳା, ସଂସ୍କୃତି ଓ ସ୍ଥାପତ୍ୟ କ୍ଷେତ୍ରରେ ଅଧ୍ୟୟନ ଏବଂ ଗବେଷଣାକୁ ସୁଦୃଢ଼ କରିବା ସହ ଭାରତୀୟ ଇତିହାସ ସମ୍ବନ୍ଧୀୟ ପୁରାତନ ଦସ୍ତାବିଜର ଡିଜିଟାଇଜେସନ୍‌କୁ…

ଟ୍ରେଣ୍ଡିଂସମାଜ କଲ୍ୟାଣ

ଓଡ଼ିଶାରେ  ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପ୍ରସ୍ତୁତି ସହ ବିପର୍ଯ୍ୟୟ ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ                                                                                      ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହିତ ଆଲୋଚନା ଭୁବନେଶ୍ୱର: ୨୮/୧୦/୨୦୨୬ :              ସୃଷ୍ଟି ହୋଇଥିବା…

ଟ୍ରେଣ୍ଡିଂପ୍ରେରଣାସମାଜ କଲ୍ୟାଣ

ଭୁବନେଶ୍ୱରରେ ଏକାଠି ହେବେ ୩୯ଟି ରାଜ୍ୟ ଓ ନେପାଳର ୮୦୦ ଜନଜାତି ଖେଳାଳି

ଡିସେମ୍ବର ୩୧ରୁ ଜାନୁଆରୀ ୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅଖିଳ ଭାରତୀୟ କ୍ରୀଡ଼ା ପ୍ରତିଯୋଗିତା   ଭୁବନେଶ୍ୱର, ଅକ୍ଟୋବର ୨୮: ଜନଜାତି ଯୁବ କ୍ରୀଡ଼ାବିତ୍‌ଙ୍କ ପ୍ରତିଭା ପ୍ରଦର୍ଶନ…

ଅର୍ଥନୀତିଟ୍ରେଣ୍ଡିଂବାଣିଜ୍ୟସମାଜ କଲ୍ୟାଣ

ଓଡ଼ିଶାର ବକ୍ସାଇଟ୍, ଆନ୍ଧ୍ରରେ କାରଖାନା!

ନାଲକୋ ପ୍ରସ୍ତାବକୁ ନେଇ ବିବାଦ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀଖଣିଜ ସମ୍ପଦ ଓଡ଼ିଶାର, ଶିଳ୍ପ ଓ ନିଯୁକ୍ତିର ଲାଭ ଅନ୍ୟ ରାଜ୍ୟକୁ ଯିବ କି? ସରକାରଙ୍କ ସ୍ପଷ୍ଟୀକରଣ…

ଟ୍ରେଣ୍ଡିଂସମାଜ କଲ୍ୟାଣ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ: ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ

ସୀମା ବିବାଦର ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ଲୋଡ଼ିଲେ ମୋହନ ମାଝୀ ଭୁବନେଶ୍ୱର, ୨୭ ଅକ୍ଟୋବର: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ରହିଥିବା ଆନ୍ତଃରାଜ୍ୟ ସୀମା…

ଅର୍ଥନୀତିକୃଷି ଓ ଜଳବାୟୁଟ୍ରେଣ୍ଡିଂବାଣିଜ୍ୟସମାଜ କଲ୍ୟାଣ

ନିୟମଗିରି ଓ ମାଳି ପର୍ବତ ସୁରକ୍ଷା ଦାବିରେ ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା

ଖଣି ଖନନ ଓ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ; ଜଳ, ଜଙ୍ଗଲ, ଜମି ଓ ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଦାବି ମୁନିଗୁଡ଼ା, ରାୟଗଡ଼ା: ନିୟମଗିରି ଓ ମାଳି…

ଅର୍ଥନୀତିକୃଷି ଓ ଜଳବାୟୁଚାକିରିଟ୍ରେଣ୍ଡିଂବାଣିଜ୍ୟସମାଜ କଲ୍ୟାଣ

ଓଡ଼ିଶାର ବିକାଶ: ସମ୍ପଦ କାହାର, ଲାଭ କାହାର?

ଜଳ, ଜଙ୍ଗଲ, ଜମି ଓ ସମୁଦ୍ର ବେଳାଭୂମି ଉପରେ ବଢ଼ୁଛି ଶିଳ୍ପର ଚାପ; ବିକାଶର ମୂଲ୍ୟ ଦେବେ କି ସାଧାରଣ ଲୋକ? ବିକାଶର ଅର୍ଥ କେବଳ ବଡ଼…

ଟ୍ରେଣ୍ଡିଂପ୍ରେରଣାବାଣିଜ୍ୟସମାଜ କଲ୍ୟାଣ

ମହୁମାଛି ପାଳନରୁ ଜୀବିକା ସମୃଦ୍ଧି: ବେଦାନ୍ତ ଆଲୁମିନିୟମର ‘ବେଦାମୃତ’  ଝାରସୁଗୁଡ଼ାର ଚାଷୀଙ୍କୁ ସଶକ୍ତ କରୁଛି

ବେଦାନ୍ତ ଆଲୁମିନିୟମ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି, କୃଷି ଉତ୍ପାଦକତାରେ ସୁଧାର ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି…

ଟ୍ରେଣ୍ଡିଂପ୍ରେରଣାସମାଜ କଲ୍ୟାଣ

ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ‘ଆରୋଗ୍ୟ’ କାର୍ଯ୍ୟକ୍ରମ ଅଧୀନରେ ମୋବାଇଲ୍ ହେଲ୍‌‌ଥ ଡିସପେନ୍‌‌ସାରି ଶୁଭାରମ୍ଭ କଲା ଟିପିସିଓଡିଏଲ୍‌

ଭୁବନେଶ୍ୱର, ୨୩ ଅକ୍ଟୋବର, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ନିଜର ସିଏସ୍‌ଆର୍…

ପ୍ରେରଣାସମାଜ କଲ୍ୟାଣ

ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଭୁବନେଶ୍ୱର : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପ୍ରସାରଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ରାୟଗଡ଼ାସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ…

ଅର୍ଥନୀତିବାଣିଜ୍ୟସମାଜ କଲ୍ୟାଣ

କଟକର ଉପର ବାଲିଯାତ୍ରା ପଡ଼ିଆରେ ଏସ୍‌ବିଆଇ କାର୍‌ ଲୋନ୍‌ ଏକ୍ସପୋକୁ ଜନସାଧାରଣଙ୍କ ବ୍ୟାପକ ସମର୍ଥନ

କଟକ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ), କଟକ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ (ଆର୍‌ବିଓ) ପକ୍ଷରୁ ଅକ୍ଟୋବର ୧୧ ତାରିଖରେ କଟକର ଉପର ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ କାର୍‌…

ଟ୍ରେଣ୍ଡିଂପ୍ରେରଣାମନୋରଞ୍ଜନଯୁବଶିକ୍ଷାସମାଜ କଲ୍ୟାଣସଂସ୍କୃତି

କ୍ଲବ ଭୁବନେଶ୍ୱର ପକ୍ଷରୁ ବିଶିଷ୍ଟ ଗୀତିକାର ସଚ୍ଚି ମହାନ୍ତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ସାହିତ୍ୟ କାଫେ ଭାବେ ପରିଚିତ ‘କ୍ଲବ ଭୁବନେଶ୍ୱର’ ପକ୍ଷରୁ ବିଶିଷ୍ଟ ଗୀତିକାର ତଥା ଗୀତିକବି ସଚ୍ଚି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ…

ଟ୍ରେଣ୍ଡିଂସମାଜ କଲ୍ୟାଣ

ହାଇ-ଟେକ୍ ହସ୍ପିଟାଲରେ ୨୫ ବର୍ଷୀୟା ମହିଳାଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍‌ର ସଫଳ ଚିକିତ୍ସା

ଭୁବନେଶ୍ୱର, ଅକ୍ଟୋବର ୬: ଭୁବନେଶ୍ୱରସ୍ଥିତ ହାଇ-ଟେକ୍ ହସ୍ପିଟାଲରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍ (ଶିରା ସଙ୍କୋଚନ) ର ସଫଳ ଚିକିତ୍ସା କରାଯାଇଛି। ଉନ୍ନତ…

ଟ୍ରେଣ୍ଡିଂପ୍ରେରଣାଶିକ୍ଷାସମାଜ କଲ୍ୟାଣସଂସ୍କୃତି

ଟାଟାଷ୍ଟିଲ୍ଫାଉଣ୍ଡେସନପକ୍ଷରୁଗୁରୁକୋଲ୍ଲାକୋବୋଦ୍ରାଙ୍କ୧୦୭ତମଜୟନ୍ତୀପାଳିତ

  ~ ୱାରାଙ୍ଗ ଚିଟି ଲିପିର ସୁରକ୍ଷା ଓ ପ୍ରଚାର ପାଇଁ ଏକତ୍ରିତ ହେଲେ ୬୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକ   କଳିଙ୍ଗନଗର, ଅଗଷ୍ଟ ୨୮, ୨୦୨୬…

ଅର୍ଥନୀତିଟ୍ରେଣ୍ଡିଂବାଣିଜ୍ୟସମାଜ କଲ୍ୟାଣ

ପିପିଏଲ୍‌ ସମ୍ପ୍ରସାରଣ ଓ ପାରାଦୀପରେ ନୂଆ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣି ସଫଳତାର ସହିତ ସମ୍ପନ୍ନ

ପାରାଦୀପ, ଅଗଷ୍ଟ ୨୮, ୨୦୨୬: ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ (ପିପିଏଲ୍‌)ର ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ପାରାଦୀପରେ ନୂତନ ପ୍ରକଳ୍ପଗୁଡିକ ଉପରେ ଜନଶୁଣାଣି ପାରାଦୀପ ପିପିଏଲ୍‌ ଟାଉନସିପ୍‌ର ଡିଏଭି…

Uncategorizedଟ୍ରେଣ୍ଡିଂପ୍ରେରଣାମନୋରଞ୍ଜନଯୁବସମାଜ କଲ୍ୟାଣସଂସ୍କୃତି

ସୁରର ସାଧକ ପ୍ରଣବ ପଟ୍ଟନାୟକଙ୍କ ପରଲୋକପାଞ୍ଚ ଦଶନ୍ଧିରୁ ଅଧିକ ସଙ୍ଗୀତ ଯାତ୍ରାରେ ଓଡ଼ିଆ ସଙ୍ଗୀତର ଅମର ସ୍ୱର

ସୁରର ସାଧକ ପ୍ରଣବ ପଟ୍ଟନାୟକଙ୍କ ପରଲୋକପାଞ୍ଚ ଦଶନ୍ଧିରୁ ଅଧିକ ସଙ୍ଗୀତ ଯାତ୍ରାରେ ଓଡ଼ିଆ ସଙ୍ଗୀତର ଅମର ସ୍ୱରଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଆଉ ଏକ ଯୁଗର ଅବସାନ।…