ଟ୍ରେଣ୍ଡିଂପ୍ରେରଣାଶିକ୍ଷା

ଓଡ଼ିଶା ଏଏମ୍/ଏନ୍ଏସ୍ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟମାନଙ୍କ ଚମତ୍କାର ପ୍ରଦର୍ଶନ

୧୪ତମଓଡ଼ିଶାରାଜ୍ୟଜୁନିୟରଖୋଖୋଚାମ୍ପିଅନସିପ୍୨୦୨୬     ପୁରୀ, ଅଗଷ୍ଟ ୧୧, ୨୦୨୬: ପୁରୀ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସଠାରେ ଅବସ୍ଥିତ ଖୋ ଖୋ ଏକାଡେମୀରେ ଅଗଷ୍ଟ ୧ ରୁ ୪ ତାରିଖ…

ପ୍ରେରଣା

ଓଏଆରସି ଅପଡେଟ୍–V ରେ ଅସ୍ଥିକ୍ଷୟ ରୋଗର ଆଧୁନିକ ଚିକିତ୍ସା ଉପରେ ଜାତୀୟ ସ୍ତରର ଆଲୋଚନା

ଭୁବନେଶ୍ୱର, ଅଗଷ୍ଟ ୯: ଅସ୍ଥିକ୍ଷୟ (ଅଷ୍ଟିଓପୋରୋସିସ୍) ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ…

ଟ୍ରେଣ୍ଡିଂପ୍ରେରଣାବାଣିଜ୍ୟମନୋରଞ୍ଜନଯୁବସଂସ୍କୃତି

ରିଲିଜ ହେଲା ‘ହବାସପୁରୀ ୱିଭିଂ: ଦ ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ୍’ ର ପ୍ରଥମ ପୋଷ୍ଟର

ଭୁବନେଶ୍ୱର – – ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଚଳଚ୍ଚିତ୍ର ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇବାରେ ‘ରିତୁପ୍ରିୟା ପ୍ରଡକ୍ସନ୍ସ’ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ…

ଖାଦ୍ୟ ଓ ପାନୀୟଟ୍ରେଣ୍ଡିଂପ୍ରେରଣା

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍ଫେଡ୍‌ର ଗୋଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ଅଗଷ୍ଟ ୧: ବନ୍ୟା ପ୍ରଭାବିତ ଅଞ୍ଚଳରେ ଗାଈଗୋରୁଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ଭାବେ ଗୋଖାଦ୍ୟ ବଣ୍ଟନ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ…

ଅର୍ଥନୀତିଟ୍ରେଣ୍ଡିଂପ୍ରେରଣାବାଣିଜ୍ୟ

ଜାତୀୟ ସ୍ତରରେ ପୁଣି ପ୍ରଥମସ୍ଥାନ ଅଧିକାର କଲା ଓମ୍ଫେଡ୍

•            ଦୁଗ୍ଧ କ୍ରୟ ଏବଂ ବିକାଶ କ୍ଷେତ୍ରରେ ଓମ୍ଫଡ୍ ଦେଶରେ ପ୍ରଥମ      ଭୁବନେଶ୍ୱର;ତା 28-07-2026 ରିଖ:ଜାତୀୟ ସ୍ତରରେ ପୁଣି ଓମ୍ଫେଡକୁ ମିଳିଲା ସଫଳତା । ନୂଆଦିଲ୍ଲୀ…

କୃଷି ଓ ଜଳବାୟୁପ୍ରେରଣାଯୁବଶିକ୍ଷା

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

  ​ଭୁବନେଶ୍ୱର, ୧୩ ଜୁଲାଇ ୨୦୨୬: ପରିବେଶ ସଂରକ୍ଷଣ ଏବଂ ନିରନ୍ତର ସ୍ଥାୟୀ ବିକାଶ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରି ଅଗ୍ରଣୀ ସିମେଣ୍ଟ…

ଅର୍ଥନୀତିଟ୍ରେଣ୍ଡିଂନବସୃଜନପର୍ଯ୍ୟଟନପ୍ରେରଣାବାଣିଜ୍ୟଯୁବସଂସ୍କୃତି

ଚର୍ଚ୍ଚାରେ ସୁବର୍ଣ୍ଣପୁରର ମମତା ଡୋରି ।

ସମ୍ବଲପୁରୀ କପଡ଼ାର ଚାହିଦା ଏବେ ସୁଦୂର ପ୍ରସାରୀ ହୋଇ ପାରିଛି । ହାତ ବୁଣା ଲୁଗାର ଚାହିଦା ବିଶ୍ୱ ବଜାରରେ ବି ପ୍ରଭାବିତ କରିଛି । ତେବେ…

ପ୍ରେରଣା

ଏଏମ୍/ଏନ୍‌ଏସ୍ପୋର୍ଟସ୍ ପକ୍ଷରୁ           /ପାରାଦ୍ଵୀପରେପଲ୍ସପୋଲିଓଅଭିଯାନ

ପାରାଦ୍ବୀପ, ୧ ଜୁଲାଇ ୨୦୨୬:  ଭାରତ ସରକାରଙ୍କ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ କରି ଏଏମ୍/ଏନ୍‌ଏସ୍ ପୋର୍ଟସ୍ ଭାରତ ସରକାରଙ୍କ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ କରି…

ପ୍ରେରଣା

ଓଡ଼ିଶାରୁ ୟୁନିଭର୍ସ ଆଡ଼କୁସ୍ୱପ୍ନ, ସେବା ଓ ସଂକଳ୍ପର ନାମ – ପୂନମ ମହାରଣା

ଆଜିର ଯୁବପିଢ଼ି କେବଳ ନିଜ କ୍ୟାରିୟର ଗଢ଼ିବାରେ ସୀମିତ ନୁହେଁ; ସେମାନେ ସମାଜ, ପରିବେଶ ଓ ମାନବିକ ମୂଲ୍ୟବୋଧକୁ ନେଇ ମଧ୍ୟ ସଚେତନ। ଏହି ନୂଆ ପିଢ଼ିର…

ଅର୍ଥନୀତିନବସୃଜନପ୍ରେରଣାଯୁବଶିକ୍ଷାସମାଜ କଲ୍ୟାଣ

ଜୈବ ବିବିଧତା, ଜଙ୍ଗଲ ସଂରକ୍ଷଣ ଏବଂ ଗ୍ରାମୀଣ ଜୀବିକାର ଅନନ୍ୟ ଯୋଦ୍ଧା: ପଞ୍ଚାନନ ମିଶ୍ର

ଜଣେ ଉତ୍ସାହୀ ଜୈବ ବିବିଧତା ସଂରକ୍ଷଣବାଦୀ ଏବଂ ପରିବେଶବିତ୍ ଯାହାଙ୍କର ଜଙ୍ଗଲ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଏବଂ ସମ୍ପ୍ରଦାୟ ବିକାଶରେ ତିନି ଦଶନ୍ଧିରୁ ଅଧିକ ସମୟର…

ପର୍ଯ୍ୟଟନପ୍ରେରଣାଯୁବଶିକ୍ଷାସମାଜ କଲ୍ୟାଣସଂସ୍କୃତି

     ରକ୍ତତୀର୍ଥ କୁଦୋପାଲି:           ସ୍ୱାଧୀନତା ସଂଘର୍ଷର ବୀର ଗାଥା,

(ରମାକାନ୍ତ ବିଶ୍ୱାଳ) ସମୟର ସ୍ରୋତରେ ଅନେକ ଘଟଣା ଇତିହାସର ପୃଷ୍ଠାରେ ଲୁଚି ଯାଏ। କିନ୍ତୁ କିଛି ଘଟଣା ଏମିତି ଥାଏ, ଯାହା ମାଟିର ସ୍ମୃତିରେ, ଲୋକଙ୍କ ହୃଦୟରେ…

କୃଷି ଓ ଜଳବାୟୁଟ୍ରେଣ୍ଡିଂପ୍ରେରଣାଯୁବ

ପଦ୍ମଶ୍ରୀ ଦୈତାରୀ ନାଏକ : ଓଡ଼ିଶାର ଭଗୀରଥ

ଦିଲ୍ଲୀପ କୁମାର ସୁବୁଦ୍ଧି “ଇଚ୍ଛାଶକ୍ତି ଆଗରେ ପାହାଡ଼ ବି ହାର୍ ମାନେ” — ଏହି କଥାକୁ ସତ କରି ଦେଖାଇଛନ୍ତି ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜଣେ ସାଧାରଣ…

ଅର୍ଥନୀତିକୃଷି ଓ ଜଳବାୟୁନବସୃଜନପର୍ଯ୍ୟଟନପ୍ରେରଣାବାଣିଜ୍ୟମନୋରଞ୍ଜନଯୁବସମାଜ କଲ୍ୟାଣସଂସ୍କୃତି

ଅଯୋଧ୍ୟା ସରୋବର ଉନ୍ନତିକରଣ ପ୍ରକଳ୍ପ : ସମ୍ବଲପୁରର ବିକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ…….

(ରମାକାନ୍ତ ବିଶ୍ୱାଳ) ସମ୍ବଲପୁର କେବଳ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ନୁହେଁ, ଏହା ଐତିହ୍ୟ, ସଂସ୍କୃତି, ଧର୍ମ, ଶିଳ୍ପ ଓ ପ୍ରାକୃତିକ ସମ୍ପଦର ଏକ ଅନନ୍ୟ…