ଟ୍ରେଣ୍ଡିଂପ୍ରେରଣାସଂସ୍କୃତି

କ୍ଲବ୍ ଭୁବନେଶ୍ୱର ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ ସମ୍ବର୍ଦ୍ଧିତ

ଜଗନ୍ନାଥଙ୍କ ଦାରୁବିଗ୍ରହର ଶିଳ୍ପରୂପର ଉତ୍ପତ୍ତି ନେଇ ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ଓଡ଼ିଶାର ପ୍ରଥମ ସାହିତ୍ୟ ସମନ୍ୱିତ କାଫେ ଭାବେ ପରିଚିତ ‘କ୍ଲବ୍ ଭୁବନେଶ୍ୱର’ ପକ୍ଷରୁ…

ଟ୍ରେଣ୍ଡିଂଯୁବଶିକ୍ଷା

ସାଇ ଇଣ୍ଟରନ୍ୟାଶନାଲ୍ କଲେଜରେ ‘ଜୁଭେଣ୍ଟିକା ଆଉଟ୍‌ରିଚ୍’ କାର୍ଯ୍ୟକ୍ରମ

ସାଇବର ଅପରାଧ, ନାରୀ ସୁରକ୍ଷା ଓ ବାଲ୍ୟବିବାହ ନିରାକରଣ ଉପରେ ସଚେତନତା ଜୟପୁର, ୧୧ ଅକ୍ଟୋବର: ଆଜି ଅନ୍ତର୍ଜାତୀୟ କନ୍ୟାଶିଶୁ ଦିବସ ଅବସରରେ ଜୟପୁରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ୍…

ଟ୍ରେଣ୍ଡିଂପ୍ରେରଣାମନୋରଞ୍ଜନଯୁବଶିକ୍ଷାସମାଜ କଲ୍ୟାଣସଂସ୍କୃତି

କ୍ଲବ ଭୁବନେଶ୍ୱର ପକ୍ଷରୁ ବିଶିଷ୍ଟ ଗୀତିକାର ସଚ୍ଚି ମହାନ୍ତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ସାହିତ୍ୟ କାଫେ ଭାବେ ପରିଚିତ ‘କ୍ଲବ ଭୁବନେଶ୍ୱର’ ପକ୍ଷରୁ ବିଶିଷ୍ଟ ଗୀତିକାର ତଥା ଗୀତିକବି ସଚ୍ଚି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ…

ଟ୍ରେଣ୍ଡିଂସମାଜ କଲ୍ୟାଣ

ହାଇ-ଟେକ୍ ହସ୍ପିଟାଲରେ ୨୫ ବର୍ଷୀୟା ମହିଳାଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍‌ର ସଫଳ ଚିକିତ୍ସା

ଭୁବନେଶ୍ୱର, ଅକ୍ଟୋବର ୬: ଭୁବନେଶ୍ୱରସ୍ଥିତ ହାଇ-ଟେକ୍ ହସ୍ପିଟାଲରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍ (ଶିରା ସଙ୍କୋଚନ) ର ସଫଳ ଚିକିତ୍ସା କରାଯାଇଛି। ଉନ୍ନତ…

ଅର୍ଥନୀତିଟ୍ରେଣ୍ଡିଂପ୍ରେରଣାବାଣିଜ୍ୟ

ସୁନାବେଡ଼ା ହାଲ୍ (HAL) ଠାରେ ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟିତ

ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତରିତ ଓଡିଶାରେ ଏକ ଆଧୁନିକ ଡିଫେନ୍ସ ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଅର୍ଥନୀତିକୃଷି ଓ ଜଳବାୟୁଟ୍ରେଣ୍ଡିଂନବସୃଜନପ୍ରେରଣାବାଣିଜ୍ୟମନୋରଞ୍ଜନଯୁବଶିକ୍ଷା

ଓଡ଼ିଶାର ନୂଆ ପିଢ଼ିର ଉଦ୍ୟୋଗୀ ଖୋଜିବ ‘ଆଇଡିଆ ମାରାଥନ ୨୦୨୬’

୩୦ ଜିଲ୍ଲାରେ ପହଞ୍ଚିବ ସ୍ୱାବଲମ୍ବୀ ଓଡ଼ିଶାର ଅଭିଯାନ; ଏଆଇ ସହାୟତା, ମେଣ୍ଟରସିପ୍‌, ଆର୍ଥିକ ସହଯୋଗ ଓ ବଜାର ସୁଯୋଗ ଉପରେ ଗୁରୁତ୍ୱ ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬:…

ଅର୍ଥନୀତିଟ୍ରେଣ୍ଡିଂନବସୃଜନପ୍ରେରଣାବାଣିଜ୍ୟମନୋରଞ୍ଜନଯୁବଶିକ୍ଷା

ଓଡ଼ିଶାର ନୂଆ ପିଢ଼ିର ଉଦ୍ୟୋଗୀ ଖୋଜିବ ‘ଆଇଡିଆ ମାରାଥନ ୨୦୨୬’

୩୦ ଜିଲ୍ଲାରେ ପହଞ୍ଚିବ ସ୍ୱାବଲମ୍ବୀ ଓଡ଼ିଶାର ଅଭିଯାନ; ଏଆଇ ସହାୟତା, ମେଣ୍ଟରସିପ୍‌, ଆର୍ଥିକ ସହଯୋଗ ଓ ବଜାର ସୁଯୋଗ ଉପରେ ଗୁରୁତ୍ୱ ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬:…

ଅର୍ଥନୀତିଟ୍ରେଣ୍ଡିଂପ୍ରେରଣାବାଣିଜ୍ୟଯୁବଶିକ୍ଷା

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ସବାଇ ହସ୍ତଶିଳ୍ପ ପ୍ରଶିକ୍ଷଣ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି

ଛଅ ମାସିଆ ବ୍ୟାପକ ପ୍ରଶିକ୍ଷଣ ସମ୍ପନ୍ନ କଲେ ୩୨ରୁ ଅଧିକ କାରିଗର; ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣ ସହ ସୃଷ୍ଟି ହେଉଛି ନୂଆ ଜୀବିକା ସୁଯୋଗ ଝାରସୁଗୁଡ଼ା, ୫…

ଟ୍ରେଣ୍ଡିଂଶିକ୍ଷା

ନାଲକୋ ଅନୁକୁଲ୍ୟରେ ୨୪ ତମ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି ବୈଠକ ଆୟୋଜିତ

ଭୁବନେଶ୍ୱର, ୩୦ ସେପ୍ଟେମ୍ବର ୨୦୨୬: ଭୁବନେଶ୍ୱର ସ୍ଥିତ ‘ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟେସନ୍ କମିଟି’ (ଟୋଲିକ – ଉପକ୍ରମ)ର ୨୪ତମ ଷାଣ୍ମାସିକ ବୈଠକ ବୁଧବାର ନାଲକୋ ଏଲ…

ଅର୍ଥନୀତିଟ୍ରେଣ୍ଡିଂପ୍ରେରଣାବାଣିଜ୍ୟ

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬

• ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଅବଦାନ ପାଇଁ ସମ୍ମାନିତ ଭୁବନେଶ୍ୱର, ୨୧ ସେପ୍ଟେମ୍ବର ୨୦୨୬: ଓଡ଼ିଶାର ଦୁଗ୍ଧ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ,…

ଟ୍ରେଣ୍ଡିଂନବସୃଜନପ୍ରେରଣାଶିକ୍ଷା

ଜଙ୍ଗଲ ଅଧିକାର ଆଇନର ୨୦ ବର୍ଷ: ଅରବିନ୍ଦ ରାଉତଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, : ଐତିହାସିକ ଜଙ୍ଗଲ ଅଧିକାର ଆଇନ (FRA) କାର୍ଯ୍ୟକାରିତାର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ଏହାର ଫଳାଫଳ, ଆହ୍ୱାନ ଓ କ୍ଷେତ୍ରସ୍ତରୀୟ ଅନୁଭବକୁ ନେଇ ଭୁବନେଶ୍ୱରସ୍ଥିତ…

ଅର୍ଥନୀତିଖାଦ୍ୟ ଓ ପାନୀୟଟ୍ରେଣ୍ଡିଂପ୍ରେରଣାବାଣିଜ୍ୟ

ତାରା ଦାସଙ୍କୁ ମିଳିଲା ଜାତୀୟ ଓଡିଶା ରତ୍ନ ପୁରସ୍କାର

ଭୁବନେଶ୍ବର ତା ୨୦.୦୯ଓଡ଼ିଶାର ପାରମ୍ପରିକ ଆରିସା ପିଠାକୁ ଚୁଲି ମୁଣ୍ଡରୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରକୁ ଆଣି ସୁନାମ ସାଉଁଟିଥିବା ଉଦ୍ୟୋଗିନୀ ତାରା ଦାସଙ୍କୁ ଜାତୀୟ ଓଡିଶା…

ଅର୍ଥନୀତିଖାଦ୍ୟ ଓ ପାନୀୟଟ୍ରେଣ୍ଡିଂପର୍ଯ୍ୟଟନପ୍ରେରଣାବାଣିଜ୍ୟସଂସ୍କୃତି

ସେ ଭରିଛନ୍ତି ଆରିସା ପିଠାରେ ଯାଦୁ

ଦିଲ୍ଲୀପ କୁମାର ସୁବୁଦ୍ଧି ଓଡ଼ଶାର ପାରମ୍ପରିକ ଆରିସା ପିଠାରେ ସେ ଭରିଛନ୍ତି ଓଡିଶା ସଂସ୍କୃତିର ସ୍ୱାଦ ଓ ଗ୍ରାମ୍ୟ ଜୀବନର ମହକ। ରାଜମଣି ଫୁଡସ ନାଁରେ ନିଜ…

ଟ୍ରେଣ୍ଡିଂନବସୃଜନପ୍ରେରଣାଯୁବଶିକ୍ଷାସଂସ୍କୃତି

ଡ଼କ୍ଟର ଲଲାଟେନ୍ଦୁ ସାହୁଙ୍କୁ ଷଷ୍ଠ ଅକ୍ଷୟ ଉପନ୍ୟାସ ସମ୍ମାନ

ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଷଷ୍ଠ ଅକ୍ଷୟ ଉପନ୍ୟାସ ପୁରସ୍କାର…

ଅର୍ଥନୀତିକୃଷି ଓ ଜଳବାୟୁଖାଦ୍ୟ ଓ ପାନୀୟଟ୍ରେଣ୍ଡିଂପ୍ରେରଣାବାଣିଜ୍ୟଶିକ୍ଷା

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି

ବିଶ୍ୱ ଦରବାରରେ କୋରାପୁଟର ନୂଆ ପରିଚୟ ସୌମ୍ୟ ରଞ୍ଜନ ସାହୁ : କୋରାପୁଟ କଫିର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ଏବେ ବିଶ୍ୱ ଦରବାରରେ ଆହୁରି ପରିଚିତ…