Homeପ୍ରେରଣାଘୋଷଣା ହେଲା ୨୦୨୬ ଶାରଳା ପୁରସ୍କାର ।୪୭ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରଖ୍ୟାତ ପ୍ରଗତିଶୀଳ କବି ଆଶୁତୋଷ ପରିଡ଼ା ।୨୦୨୪ରେ ପ୍ରକାଶିତ କବିତା ପୁସ୍ତକ “ବିଶ୍ଵାସ ଦେ’ପୃଥ୍ଵୀ” ପାଇଁ।ମୋ ମାଟିର, ମୋ ଜାତିର, ମୋ ବିଚାରର,ପ୍ରିୟ ସ୍ରଷ୍ଟା ଆଶୁ ଭାଇଙ୍କୁ ଅଜସ୍ର ଅଭିନନ୍ଦନ ଘୋଷଣା ହେଲା ୨୦୨୬ ଶାରଳା ପୁରସ୍କାର ।୪୭ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରଖ୍ୟାତ ପ୍ରଗତିଶୀଳ କବି ଆଶୁତୋଷ ପରିଡ଼ା ।୨୦୨୪ରେ ପ୍ରକାଶିତ କବିତା ପୁସ୍ତକ “ବିଶ୍ଵାସ ଦେ’ପୃଥ୍ଵୀ” ପାଇଁ।ମୋ ମାଟିର, ମୋ ଜାତିର, ମୋ ବିଚାରର,ପ୍ରିୟ ସ୍ରଷ୍ଟା ଆଶୁ ଭାଇଙ୍କୁ ଅଜସ୍ର ଅଭିନନ୍ଦନ August 19, 2026bySopana Team Advertisement Advertisement
ନାଲକୋ ଅନୁକୁଲ୍ୟରେ ୨୪ ତମ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି ବୈଠକ ଆୟୋଜିତ Advertisement ଭୁବନେଶ୍ୱର, ୩୦ ସେପ୍ଟେମ୍ବର ୨୦୨୬: ଭୁବନେଶ୍ୱର ସ୍ଥିତ ‘ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟେସନ୍ କମିଟି’ (ଟୋଲିକ – ଉପକ୍ରମ)ର ୨୪ତମ ଷାଣ୍ମାସିକ ବୈଠକ ବୁଧବାର ନାଲକୋ…
ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା Advertisement ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ କାର୍ଯ୍ୟବଳ ରହିଛି ଯାହା ବ୍ୟବସାୟ ସହିତ ତାଳଦେଇ ବୃଦ୍ଧି ପାଉଛି।…
Protected: ତାରା ଦାସଙ୍କୁ ମିଳିଲା ଜାତୀୟ ଓଡିଶା ରତ୍ନ ପୁରସ୍କାର There is no excerpt because this is a protected post.