Homeପ୍ରେରଣାଘୋଷଣା ହେଲା ୨୦୨୬ ଶାରଳା ପୁରସ୍କାର ।୪୭ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରଖ୍ୟାତ ପ୍ରଗତିଶୀଳ କବି ଆଶୁତୋଷ ପରିଡ଼ା ।୨୦୨୪ରେ ପ୍ରକାଶିତ କବିତା ପୁସ୍ତକ “ବିଶ୍ଵାସ ଦେ’ପୃଥ୍ଵୀ” ପାଇଁ।ମୋ ମାଟିର, ମୋ ଜାତିର, ମୋ ବିଚାରର,ପ୍ରିୟ ସ୍ରଷ୍ଟା ଆଶୁ ଭାଇଙ୍କୁ ଅଜସ୍ର ଅଭିନନ୍ଦନ ଘୋଷଣା ହେଲା ୨୦୨୬ ଶାରଳା ପୁରସ୍କାର ।୪୭ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରଖ୍ୟାତ ପ୍ରଗତିଶୀଳ କବି ଆଶୁତୋଷ ପରିଡ଼ା ।୨୦୨୪ରେ ପ୍ରକାଶିତ କବିତା ପୁସ୍ତକ “ବିଶ୍ଵାସ ଦେ’ପୃଥ୍ଵୀ” ପାଇଁ।ମୋ ମାଟିର, ମୋ ଜାତିର, ମୋ ବିଚାରର,ପ୍ରିୟ ସ୍ରଷ୍ଟା ଆଶୁ ଭାଇଙ୍କୁ ଅଜସ୍ର ଅଭିନନ୍ଦନ August 19, 2026bySopana Team Advertisement Advertisement
ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସୂଚନା ଭୁବନେଶ୍ୱର/ନୂଆଦିଲ୍ଲୀ,୭ା୮: ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, କଟକର ବାଲିଯାତ୍ରା, ଓଡ଼ିଶୀ ନୃତ୍ୟ…
ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର (ପୂର୍ବାଞ୍ଚଳ) ମହାନିର୍ଦ୍ଦେଶକ ଶ୍ରୀ ଟି. ଭି. କେ ରେଡ୍ଡୀ ଆଜି ବ୍ରହ୍ମପୁର ଗସ୍ତ ସମୟରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି I ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ଶକ୍ତି କ୍ଷେତ୍ରରେ ସୂଚନା ପ୍ରଯୁକ୍ତି ଉପରେ ଆଲୋଚନା କରିଥିଲେ । Advertisement Advertisement
ବାଲ୍ୟବିବାହ ବିରୁଦ୍ଧରେ ଓଡ଼ିଶାର ଯୁଦ୍ଧ: ଆଶାର କୋରାପୁଟ, ଚିନ୍ତାର ମାଲକାନଗିରି ଦିଲ୍ଲୀପ କୁମାର ସୁବୁଦ୍ଧି ଯେଉଁ ବୟସରେ ହାତରେ ରହିବା କଥା ଖାତା ,କଲମ ଓ ବହି, ସେହି ବୟସରେ ଅବୁଝା କଅଁଳ କାନ୍ଧରେ ଲଦି ଦିଆଯାଉଛି ସଂସାରର…